ମଉଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ମୁକୁଟ ପ୍ରା, ମଉଡ଼) ମୁକୁଟ —୧. A crown.
୨. ଟୋପି —୨. Hat; cap.
୩. (ଫାରାସୀ - ମୋହର୍; ତୁଳ; ସଂସ୍କୃତ - ମୁଦ୍ରା)—ସୂର୍ଣ୍ଣ ମୁଦ୍ରା; ମୋହର —୩. Gold coin.
୪. (ସଂସ୍କୃତ - ମୁକୁଟ; ପ୍ରା. ମଉଡ଼)—ଚତୁଷ୍କୋଣ ଚାଳ ଘର; ଯେଉଁ ଘରର ହାତିଅନ୍ଦ ନ ଥାଏ —୪. A house with a tapering quadrangular or pyramidal thatch; a thatched house without a gable
୫. (ସଂସ୍କୃତ - ମୌଳି) ବେକ ଷଣ୍ଢା; ଗରଦନ —The nape of the neck.