ମଉଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି—(ଫାରାସୀ - ମୌଜ୍=ଲହରୀ; ତରଙ୍ଗ) ସମ୍ପାଦନା

୧. ଆମୋଦ— ପ୍ରମୋଦ; ମଜା —୧. Amusement.
୨. ଆନନ୍ଦ— ଲହରୀ —୨. A wave of merriment.
୩. ଇନ୍ଦ୍ରିୟ ଓ ଜିହ୍ନା ଆଦିର ସୁଖପ୍ରଦ ଆମୋଦ — ୩. Pleasure derived from sensual enjoyment.
୪. ଆନନ୍ଦ —୪. Happiness; joy.
୫. ସୁଖ ଭୋଗ —୫. Enjoyment of pleasure.
୬. ମୌଜା (ଦେଖ) - —୬. Maujā (See)