ମଉକୁଫ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଆ ମବକୁଫ୍) (କଚିରିଆ) ସମ୍ପାଦନା

୧. ସ୍ଥଗିତ —୧. Stopped.
୨. କିଛିକାଳପାଇଁ ସ୍ଥଗିତ —୨. Stopped for a time; postponed; suspended.
୩. (ଚାକିରି ଆଦିରୁ) ବରଖାସ୍ତ —୩. Dismissed (from service).
୪. ରଦ୍ କରା ଯାଇଥିବା —୪. Annulled; nullified; set aside.