ମଇଲମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି—(ଆରବୀ - ମଲହମ୍; ମରହମ୍) ସମ୍ପାଦନା

୧. ମଲମ — ୧. Ointment.
୨. ଦେବତାଙ୍କ ଅଙ୍ଗରେ ଚୁଆ ଚନ୍ଦନ ବୋଳିବା ନୀତି ବିଶେଷ —୨. The ritual of annointing idols with sandal paste and other scents.
୩. ଦେବମୂର୍ତ୍ତିଙ୍କ ଦେହରୁ ପିନ୍ଧିଥିବା ବେଶ ଓ ଅଳଙ୍କାର କାଢ଼ିବା —୩. Taking off the dress and ornaments from an idol.