ମଇରୀ ପରି ଗଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ମଇରୀ ଭଳିଆ ଗଡ଼ିବା, ମଇରୀ ଭଳିଆ ହେବା—ଅନ୍ୟରୂପ

ଦେଶଜ - କ୍ରି—(ସଂସ୍କୃତ - ମହୀ+ଓ. ଗଡ଼ିବା) ସମ୍ପାଦନା

ଶାରୀରିକ ଯନ୍ତ୍ରଣା ଛଟପଟ ହୋଇ ଭୂମିରେ ଲୋଟିବା (କବନ୍ଧ ପରି) — To rool or wallow on the ground in extreme agony or pain.