ମଇମନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ ମାମ୍ମନ୍=ଧନଦେବ?) ସମ୍ପାଦନା

ପଶ୍ଚିମ ଭାରତୀୟ କଛ୍ ଦେଶୀୟ ବ୍ୟବସାୟୀ ମୁସଲ୍ମାନ —The Cutchee Memmons.

[ଦ୍ରଷ୍ଟବ୍ୟ —ଏମାନଙ୍କ ପୂର୍ବପୁରୁଷ ପ୍ରଥମେ ହିନ୍ଦୁ ଥିଲେ ଓ ପରେସୁଲମାନ ଧର୍ମ ଗ୍ରହଣ କଲେ ଏମାନଙ୍କର ହିନ୍ଦୁ ରୀତି ଅନୁସାରେ ଦାୟବିଭାଗ କରାଯାଏ]