ମଇନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଦନ ସାରିକା) ସମ୍ପାଦନା

ସାରୀ —The Indian grackle; the myna; Eulabes intermedia.

[ଦ୍ରଷ୍ଟବ୍ୟ —ଏମାନେ ବଣିଚଢ଼େଇ ଜାତୀୟ ଅଟନ୍ତି ଓ ପାହାଡ଼ରେ ରହନ୍ତି ଏମାନେ ମନୁଷ୍ୟ ପରି କଥା କହିବାକୁ ଶିଖନ୍ତି ଏଥିପାଇଁ ଲୋକେ ଏ ଚଢ଼େଇଙ୍କୁ ପୋଷନ୍ତି]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ବଣିଚଢ଼େଇର —The common myna; Acridotheres Tristis.

ବୈଦେଶିକ - (ଫାରାସୀ - ମାହଆନା) ସମ୍ପାଦନା

ମହିନା; ମାସିକା ବେତନ —Monthly salary.