ମଇଦାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା ମୈଦାନ୍=ପଡ଼ିଆ) ସମ୍ପାଦନା

୧. ବିସ୍ତୀର୍ଣ୍ଣ ପ୍ରନ୍ତର; ପଡ଼ିଆ — A wide expase of waste land; a vast field; a meadow
୨. (ଲୋକେ ଗ୍ରାମର ପ୍ରନ୍ତସ୍ଥ ପଡ଼ିଆକୁ ଝାଡ଼ାଫେରି ଯାଉଥିବାରୁ) ଝାଡ଼ା ଫେରିବା — Easing one's self; passing stools.
୩. ଝାଡ଼ାରୋଗ — ୩. Diarrhoea; cholera.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଅପରାହ୍ଣ —Afternoon.

[ଦ୍ରଷ୍ଟବ୍ୟ —ସମ୍ଭବତଃ ଲୋକ ସାଧାରଣତଃ ଅପରାହ୍ଣରେ ଝାଡ଼ାଫେରିବାକୁ ଯିବାର ଅଭ୍ୟାସ ଦେଖାଯିବାରୁ ଏହି ଅର୍ଥ]