ମଇଦାଣ୍ଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର ପ୍ରାନ୍ତ) ବିଶେଷ୍ୟ - (ସଂସ୍କୃତ - ମେଧି+ଦଣ୍ଡ) ସମ୍ପାଦନା

ମେଢ଼ିଖୁଣ୍ଟ; ଧାନ ବେଙ୍ଗଳା ପକାଇବା ପାଇଁ ବଳଦ ଯୋଚା ଦାଉଣୀ ବନ୍ଧାଥିବା ଖୁଣ୍ଟ — The central post to which bullocks are tethered for treading paddy.