ମଇଁଷିଆଳ ଛତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହିଷପାଳ+ଛତ୍ର) ସମ୍ପାଦନା

ମହିଷରକ୍ଷକ— ମାନଙ୍କ ବ୍ୟବହୃତ ଖୁବ୍ ବଡ଼ ତାଳ— ପତ୍ରର ଛତା —Very big-palm-leaf umbrellas used by buffalo-herds.

[ଦ୍ରଷ୍ଟବ୍ୟ —ଆମ ଦେଶରେ ମଫସଲରେ ମଇଁଷିମାନଙ୍କୁ ମଇଁଷିଆଳମାନ ଜଙ୍ଗଲରେ ଚରାନ୍ତି ଓ ରାତିରେ ଜଙ୍ଗଲର କୌଣସି ସ୍ଥାନରେ ମଇଁଷି— ମାନଙ୍କୁ ବୃତ୍ତାକାରରେ ଛନ୍ଦି କର ରଖନ୍ତି ଓ ବୃତ୍ତର ମଝିରେ ମଇଁଷିଆଳ ଶୁଅନ୍ତି ମଇଁଷିଆଳମାନେ ଖୁବ୍ ବଡ଼ (୨/?/ ହାତ ବା ୩ ହାତ ବ୍ୟାସବିଶିଷ୍ଟ) ତାଳପତ୍ର ଛତା ବ୍ୟବହାର କରନ୍ତି ଓ ସେହି ଛତାକୁ ଭୂଇଁରେ ପୋତି ଛତା ତଳେ ଏକାଧିକ ବ୍ୟକ୍ତି ଶୁଅନ୍ତି ସେହି ଛତାର ଛାତରୁ ଶିକା ଟାଙ୍ଗି ସେ ଶିକାରେ ଆପଣାର ଖାଦ୍ୟାନ୍ନ ଓ ମଇଁଷିଙ୍କଠାରୁ ଦୁହାଁ ହେବା ଦୁଧ ରଖନ୍ତି]