ଭଜୁସି
ଭଜୁସି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - (ସଂସ୍କୃତ - ଭଜ ଧାତୁ) ସମ୍ପାଦନା
- ୧. ଭକ୍ତ — ୧. Devoted to.
- ୨. ଯେ କୌଣସି ବ୍ୟକ୍ତିର ମନ ଜଗିଥାଏ —୨. Acting according to the wish or pleasure of a person.
- ୩. ନିୟତ ସେବାକାରୀ —୩. Diligently serving.
- ୪. କୌଣସି ବ୍ୟକ୍ତିଠାରେ ଶରଣାପନ୍ନ — ୪. Taking sheter under a person.
ବିଶେଷ୍ୟ - ସମ୍ପାଦନା
- ୧. ଭକ୍ତି —୧. Devotion.
- ୨. ଆସକ୍ତି; ଅନୁରକ୍ତି —୨. Attachment.
- ୩. ଭଜାଇବା; ରସାଇବା କର୍ମ —୩. The act of pleasing a person.