ଭଜମାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭଜମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭଜ୍ ଧାତୁ+କର୍ତ୍ତୃ. ଆନ) ସମ୍ପାଦନା

୧. ବିଭାଜନ —୧. Dividing.
୨. ଉପାସନାରତ — ୨. Engaged in prayers.
୩. ପୂଜା କରୁଥିବା; ପୂଜାକାରୀ —୩. worshipping.
୪. ଉପଯୁକ୍ତ —୪. Proper; suitable.
୫. ସେବମାନ; ସେବାରତ —୫. Engaged in serving.