ଭଜନ ମାଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭଜନମାଳି[ଳୀ]—ଦେଶଜରୂପ)

ସଂସ୍କୃତ - ବି—(୬ଷ୍ଠୀ ତତ୍, ୪ର୍ଥ ତତ୍) ସମ୍ପାଦନା

୧. ଜପାମାଳା; ଯେଉଁ ମାଳା ସାହାର୍ଯ୍ୟରେ ଗଣନାପୂର୍ବକ ଦେବାଦିଙ୍କ ନାମ ଜପ କରାଯାଏ — ୧. String of beads used for reciting the names of deities.
୨. ସ୍ତବସଂଗ୍ରହ —୨. Collection of hymns.