ଭଜନୀୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭଜନୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଭଜ୍+କର୍ମ. ଅନୀୟ) ସମ୍ପାଦନା

୧. ପୂଜା; ପୂଜନୀୟ (ବ୍ୟକ୍ତି) —୧. Worshippable; adorable; venerable.
୨. ଭଜନ କରାଯିବା ଯୋଗ୍ୟ (ସ୍ତବାଦି) —୨. Fit to be recited.