ଭଚକ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭପଞ୍ଜର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ) ସମ୍ପାଦନା

୧. ରାଶିଚତ୍ର; ଦ୍ୱାଦଶ ରାଶିଙ୍କ ଗୃହରେ ଗ୍ରହମାନଙ୍କ ଅବସ୍ଥାନ ବିଜ୍ଞାପକ ଚକ୍ର — ୧. The stellar sphere; the zodiac.

[ ଦ୍ର—ଏହି ୧୨: ରାଶିଙ୍କର ୧୨:ଟି ଘର ମଧ୍ୟରୁ ଯେଉଁ ରାଶିରେ ଯେଉଁ ଗ୍ରହ ଯେଉଁ ସମୟରେ ଅବସ୍ଥାନ କରୁଥାଆନ୍ତି ତହିଁର ଜ୍ୟୋତିଃଶାସ୍ତ୍ର ଗଣନାନୁସାରେ ଚିତ୍ର ]

୨. ୨୭: ନକ୍ଷତ୍ରରେ ବିଭକ୍ତି ଚନ୍ଦ୍ରଙ୍କର ଗତିପଥସୂଚକ ଭୂଗୋଳ —୨. The lunar zodiac.