ଭଚକେଇବା
ଭଚକେଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଭଚକେଇବା
|
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. ଧମକାଇବା; ଭୟ ଦେଖାଇବା; ଭୀତଗ୍ରସ୍ତ କରାଇବା —୧. To threaten; to stun a person with fear; to terrify a person.
- ୨. ପଶ୍ଚା— ଦ୍ଧାବକକୁ ଏଡ଼ବା; ଭଚକା ମାରିବା —୨. To evade a chase.
- ୩. ଭଣ୍ଡାଇବା —୩. To put off a person on some excuse.