ଭଚକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ବିଳୁଆ ଯେଉଁପରି ପଶ୍ଚାଦ୍ଧାବଳ କୁକୁରର ମହଁରୁ ପଳାଏ, ସେହିପରି) କୌଶଳପୂର୍ବକ ପଶ୍ଚାଦ୍ଧାବକର କବଳକୁ ଖସିଯିବା —୧. Escaping from onset of a Pursuer; the artful evasion evasion of one's
୨. ଟାଳମଟୁଳ —୨. Putting off on various excuses.