ଭଙ୍ଗି କାଢ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଭଙ୍ଗି ଦେଖା[ଖେ]ଇବା, ଭଙ୍ଗି ହେବାଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଚାତୁରୀ ଦେଖାଇବା; ଛଇ ଦେଖାଇବା — ୧. To display tricks.
୨. ଛଟକ ଦେଖାଇବା —୨. To assume enchanting ways.
୩. ଥଟ୍ଟା ଖେଳିବା —୩. To play tricks.
୪. ପ୍ରକାର ଦେଖାଇବା —୪. To display various curious modes or ways.