ଭଙ୍ଗିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଭଙ୍ଗି; ଛବି; ରୂପ —Picture; form.

[ଉ— ଲଲାଟେ ଚନ୍ଦନ ଚିତା, ସିନ୍ଦୁରବିନ୍ଦୁ ଶୋଭିତା, ଇନ୍ଦୁ କୋଳେ କି ସବିତାଷ ଏହି ଭଙ୍ଗିତା ହେ ଭଞ୍ଜ. ବୈଦେହୀଶ ବିଳାସ]