ଭଙ୍ଗା ଭଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ବହୁବଚନ) ସମ୍ପାଦନା

୧. ବିଶେଷ ଭାଙ୍ଗ ଥିବା; ବଙ୍କା ବଙ୍କା —୧. Having creases and bends.
୨. ଦଦରା —୨. Half-broken.
୩. ଅସ୍ଫୁଟ (ବାଳଭାଷା) —୩. Prattling [speech.]
୪. ଅସ୍ପଷ୍ଟ (କଥା) —୪. Indistinctly expressed; half-expressed [words].