ଭଙ୍ଗା କାନ୍ଥଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

୧. ଘରର ଭଗ୍ନାବିଶେଷ — ୧. The ruins of a house; debris.
୨. ଘରର ଚାଳ ବା ଛାତ ଭାଙ୍ଗି ପଡ଼ିବା ପରେ ଠିଆ ହୋଇଥିବା ଭଙ୍ଗା କାନ୍ଥମାନ — ୨. The broken and outstanding walls of a house of which the roof has come down.