ଭଗ୍ନାବଶେଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭଗ୍ନାବଶିଷ୍ଟ—ବିଣ)

ସଂସ୍କୃତ - ବି—(କର୍ମଧା କିମ୍ୱା ୬ଷ୍ଠୀ ତତ୍) ସମ୍ପାଦନା

ଭଗ୍ନ ପଦାର୍ଥର ଯାହା ଅଂଶ ରହି ଯାଇଥାଏ —୧. The remains of a broken thing.

୨. ଭାଙ୍ଗି ଯାଇଥିବା ଗୃହାଦିର ବାକି ରହିଥିବା ଅଂଶ — ୨. Ruins of a structure or buildiing.