ଭଗାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଭଗା(ଗେ)ଇ ଦେବା, ଭାଗେଇବା, ଭାଗେଇ ଦେବାଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ହୁରୁଡ଼ାଇ ଦେବା —୧. To scare away.
୨. ତଡ଼ି ଦେବା — ୨. To drive away.
୩. ପଳାଇବାକୁ ବାଧ୍ୟ କରିବା —୩. To force a person to flee away.
୪. ଭଙ୍ଗାଇ ଦେବା; କୌଣସି ବ୍ୟକ୍ତିକୁ ଭୟ ଦେଖାଇ କୌଣସି ସ୍ଥାନରୁ ପଳାଇ ଯିବାକୁ ବାଧ୍ୟ କରିବା —୪. To cause a person to flee away from a place by scaring him or by threatening him.