ଭଗବାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଭଗବତୀ—ସ୍ତ୍ରୀ] 

(ଭଗବାନ—ଦେଶଜ ରୂପ)

  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭଗ=ଐଶ୍ୱର୍ଯ୍ୟ+ଯୁକ୍ତାର୍ଥେ ବତ୍; ୧ମା. ୧ବ) ସମ୍ପାଦନା

୧. ଜ୍ଞାନାଦି ଷଡ଼ୌଶ୍ୱର୍ଯ୍ୟଶାଳୀ —୧. Divine; endowed with divinity.

[ଉ— କେବଳ ଈଶ୍ୱର ଭଗବନ୍ତ ଭଗବାନ ପ୍ରାଚୀ ଶିବ.— ସ୍ୱରୋଦୟ]

୨. ପୂଜା; ପୂଜନୀୟ —୨. Adorable; worshippable.

ବିଶେଷ୍ୟ - ସମ୍ପାଦନା

୧. ପରମେଶ୍ୱର —୧. God.
୨. ବିଷ୍ଣୁ —୨. Bishṇu.
୩. ବୁଦ୍ଧଦେବ ୩. The Buddha.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ଲୋକଙ୍କୁ ଦିଆଯିବା ନାମ —A name given to males.