ଭଗବତ ଗାଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଭାଗବତଗୋସାଇଁ, ଭାଗବତଗାଦି, ଗାଦିଗୋସାଇଁଅନ୍ୟରୂପ

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

ଭାଗବତ ଗାଦି; ଭାଗବତ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ଓ ତାଳପତ୍ର ପୋଥି ଆଦି ରଖାଯାଇ ପୂଜା କରା ଯାଉଥିବା ଆସ୍ଥାନ — A heap of Bhāgabat books kept together and worshipped.

[ଦ୍ରଷ୍ଟବ୍ୟ —ବଙ୍ଗଦେଶରେ ଭାଗବତ ଗାଦି, ଭାଗବତ ଗାଦିର ପୂଜା ଓ ଭାଗବତ ଘର ପ୍ରଥା ନାହିଁ]