ଭଗନ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - କ୍ରିୟାପଦ - (ସଂସ୍କୃତ - ଭଗ୍ନ) ସମ୍ପାଦନା

୧. ଭାଙ୍ଗିବା —୧. To break.
୨. ବାଧା ଦେବା —୨. To interrput; to baffle.

[ଉ—ଆଶା ଭଗନ କଲେ ଗର୍ଭହତ୍ୟା ଦୋଷ, କରୁଛନ୍ତି ଋଷିଏ ଶାସ୍ତ୍ରରେ ପ୍ରକାଶ— କୃଷ୍ଣସିଂହ. ମହାଭାରତ. ଶାନ୍ତି]