ଭଗଦତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନାମ) ସମ୍ପାଦନା

୧. ପ୍ରଚ୍ଜ୍ୟୋତିଷପୁର; (କାମରୂପ)ର ଅଧିପତି ନରତ ନରକାସୁର ରାଜାର ଜ୍ୟେଷ୍ଠ ପୁତ୍ର —୧. The name of a king; the son of Narakāsura.

[ଦ୍ରଷ୍ଟବ୍ୟ —ଯୁଧିଷ୍ଟିରହ୍କ ରାଜସୂୟ ସମୟରେ ୮ ଦିନ ଯଦ୍ଧପରେ ଏ ଅର୍ଜୁନଙ୍କଦ୍ୱାରା ପରାଜିତ ହୋଇ ଥିଲା ମହାଭାରତ ଯୁଦ୍ଧରେ ଏ କୌରବଙ୍କ ପକ୍ଷରେ ଯୁଦ୍ଧ କରିଅର୍ଜୁନଙ୍କଦ୍ୱାରା ନିହିତ ହୋଇଥିଲା—ହିନ୍ଦୀ - ଶ]

୨. ଦୁର୍ଯ୍ୟୋଧନର ପତ୍ନୀ ଭାନୁମତୀର ପିତା —୨. Father of Bhānumatī, the wife of Durjyodhana.

(ଉ—ଭଗଦତ୍ତ ଆଦି ଯେତେକ କ୍ଷତ୍ରିୟ. କାଟିବେ ସେ କୁମ୍ଭର ଶୁକ୍ରଙ୍କର କାୟ କୃଷ୍ଣସିଂହ. ମହାଭାରତ. ବନ)