ଭକ୍ଷଣୀୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଭକ୍ଷ୍ ଧାତୁ+କର୍ମ. ଅନୀୟ) ସମ୍ପାଦନା

ଭକ୍ଷଣ କରିବାର ଯୋଗ୍ୟ —Eatable.

ବିଶେଷ୍ୟ - ସମ୍ପାଦନା

ଖାଦ୍ୟଦ୍ରବ୍ୟ — Eatables; food.