ଭକ୍ତ ଦାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଭକ୍ତ= ଅନ୍ନ+ଦାସ=ଭୃତ୍ୟ ସମ୍ପାଦନା

୧. ଅନ୍ନ ଦାସ; ଯେ ମୁଠାଏ ଖାଇବାକୁ ପାଇବ ବୋଲି ଭକ୍ତି କରିଥାଏ —୧. One who becomes attached just to get his two morsels.
୨. ପରାନ୍ନ ପ୍ରତିପାଳିତ —୨. A today; a hanger on .
୩. (ବିନୟୋକ୍ତି) ଭକ୍ତର ଭକ୍ତ; ଦାସାନୁଦାସ; ଭକ୍ତାନୁଭକ୍ତ; ଅତି ବିନୀତ ଭକ୍ତ — ୩. (A term of humility) A humble devotee; a devotee of the devotes. a servent of a devotee.

[ଦ୍ରଷ୍ଟବ୍ୟ — କଥାରେ ବିନୟ ପ୍ରକାଶ ପାଇଁ ଲୋକେ କହନ୍ତି ମୁଁ ତାଙ୍କ ଭକ୍ତରୂପେ ପରି— ଗଣିତ ହେବାର ଏମନ୍ତ କି ଭକ୍ତଦାସରୂପେ ପରଗଣିତ ହେବାର ଯୋଗ୍ୟ ନୁହେଁ]