ଭକ୍ତ କର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭକ୍ତାକାର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଭକ୍ତ= ଭାତ+କୃ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. ପାଚକ; ଯେ ଭାତ ରାନ୍ଧେ —୧. A cook

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

କୃତ୍ରିମ ଧୂପ —A kind of incense; fumigation.