ଭକ୍ତି ଭାଜନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଂ. ସ୍ତ୍ରୀ. (୭ଷ୍ଠା ତତ୍) ସମ୍ପାଦନା

ଭକ୍ତିର ପାତ୍ର; ଯାହାଙ୍କୁ ଭକ୍ତି କରିବା କର୍ତ୍ତବ୍ୟ; ଶ୍ରଦ୍ଧାସ୍ପଦ —Deserving of respect; adorable; reverend.