ଭକ୍ତି ପ୍ରବଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଭକ୍ତି+ପ୍ରବଣ=ନମ୍ର) ସମ୍ପାଦନା

ଭକ୍ତିଦ୍ୱାରା ବିନୀତ; ଭକ୍ତିରସଦ୍ୱାରା ଦ୍ରବୀଭୂତ (ହୃଦୟ) — (heart) Moistened, made soft or over- flowing with the sentiment of devotion.