ଭକ୍ତି ପୂତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭକ୍ତିପୂତା—ସ୍ତ୍ରୀ) 

(ଭକ୍ତଶୁଦ୍ଧ, ଭକ୍ତିଶୋଧିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍; ଭକ୍ତି+ପୂତ) ସମ୍ପାଦନା

ଭକ୍ତି ଯୋଗୁଁ ନିର୍ମଳୀକୃତ (ହୃଦୟ) —(heart) Purified with the sentiment of devotion.