ଭକ୍ତି ପଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଭକ୍ତିପନ୍ଥା, ଭକ୍ତିମାର୍ଗଅନ୍ୟରୂପ

(ଭକ୍ତିବାଟ—ଦେଶଜ ରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) ସମ୍ପାଦନା

ହିନ୍ଦୁଶାସ୍ତ୍ରନିର୍ଦ୍ଦିଷ୍ଟ ଭକ୍ତିର ନବଧା ସୋପାନ; ଈଶ୍ୱରଙ୍କୁ ଭକ୍ତିପୂର୍ବକ ଭଜନା କରିବାର ପନ୍ଥା —The mode of approaching God through devotion; the devotional aspect of religion.

[ଦ୍ରଷ୍ଟବ୍ୟ —ହିନ୍ଧୁଶାସ୍ତ୍ର ଅନୁସାରେ ଈଶ୍ୱରଙ୍କୁ ତିନିପ୍ରକାର ଭଜନ କରାଯାଇ ପାରେ; ଯଥା—ଜ୍ଞାନମାର୍ଗ (ବୈରାଗୀଙ୍କର), କର୍ମମାର୍ଗ (ସଂସାରୀର) ଓ ଭକ୍ତିମାର୍ଗ (ବୈଷ୍ଣବଙ୍କର)]