ଭକ୍ତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୋକ୍ତା) ସମ୍ପାଦନା

୧. ରାଜଦତ୍ତ ବଂଶଗତ ଉପାଧି ବିଶେଷ —୧. A family title.

ପ୍ରାଦେଶିକ - (ଗଡ଼ଜାତ ଓ ବାରିପଦା) ବିଶେଷ୍ୟ - ସମ୍ପାଦନା

୨. ପଣାସଂକ୍ରନ୍ତି ଦିନ ଛୋଟ ଜାତି ଲୋକ କରୁଥିବା ଝାମୁଜାତ —୨. A festival peculiar to Orissa when votaries of Durgā walk on fire or prickly thorns.
୩. ଭକ୍ତାବ୍ରତଧାରୀ ଦଳ —୩. The band of these votaries.