ଭକ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭକ୍ତା—ସ୍ତ୍ରୀ) 

(ଅଭକ୍ତ—ବିପରୀତ)

(ଏଥିରେ ଅପଭ୍ରଂଶ ଭକତ, ଭଗତ)

  • (file)

ସଂସ୍କୃତ - ବିଶେଷଣ - ଫୁ (ଭଜ୍ ଧାତୁ=ସେବା କରିବା; ଭାଗ କରିବା+ କର୍ତ୍ତୃ. ତ) ସମ୍ପାଦନା

୧. ଭକ୍ତିଯୁକ୍ତ —୧. Devoted devout.
୨. ଅନୁରାଗୀ; ଅନୁଭକ୍ତ —୨. Attached to; found of .
୩. ଦେବତା ବା ଗୁରୁଙ୍କ ପ୍ରତି ଏକାନ୍ତ ଅନୁରକ୍ତ —୩. Pious; devoted to God and elders.
୪. ରାଜା ବା ଗୁରୁଙ୍କ ପ୍ରତି ଅନୁରକ୍ତ — ୪. Loyal; faithful.
୫. (+କର୍ମ. ତ) ବିଭକ୍ତ; ଭଙ୍ଗା ହୋଇଥିବା —୫. Broken; divided; cut in to pieces.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ସେବକ — ୧. Servant.
୨. ଦାସ; ବିଶ୍ୱାସୀ ଭୃତ୍ୟ —୨. Devoted servant.
୩. ପୂଜକ —୩. Worshipper; adorer.
୪. ଶିଷ୍ୟ —୪. Disciple.
୫. ଅନୁରାଗୀ ବ୍ୟକ୍ତି —୫. Ardent lover.
୬. ଭକ୍ତିଯୁକ୍ତ ବ୍ୟକ୍ତି — ୬. Votary; devotee.
୭. (ଭଜ୍ ଧାତୁ=ସେବା କରିବା+କର୍ମ. ତ)—ଅନ୍ନ, ଭାତ ରନ୍ଧା ହୋଇଥିବା ଚାଉଳ —୮. Boiled rice.