ଭକତିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଣ—(ଅବଜ୍ଞାର୍ଥ; ବ୍ୟଙ୍ଗ୍ୟାର୍ଥ) ସମ୍ପାଦନା

୧. ଭକ୍ତ — ୧. Devoted, having devotion.

[ଯଥା—ମଧୁର ଭକତିଆ, ମୁଖ ଭଗତିଆ, ମିଛ ଭଗତିଆ]

୨. ଭକ୍ତିର ବାହ୍ୟ ଲକ୍ଷଣ ଓ ଭଙ୍୚ ପ୍ରକାଶକାରୀ କିନ୍ତୁ ହୃଦୟରେ ଭକ୍ତିବିହୀନ —୨. Showing oneself off as devoted, while actually not so.

ଦେଶଜ - ବିଶେଷ୍ୟ - (ଅବଜ୍ଞ ଓ ବ୍ୟଙ୍ଗ୍ୟାର୍ଥ) ସମ୍ପାଦନା

ଭକ୍ତ — Devotee.