ଭଏଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତ୍ରୀ. ଭଗିନୀ; ଭଗ୍ନୀ) ସମ୍ପାଦନା

୧. ଭଗିନୀ —୧. Sister.
୨. ମାତୁଳ, ପିତୃସ୍ୱପା, ମାତୃସ୍ୱପା ଆଦିଙ୍କ କନ୍ୟା — ୨. Cousin-sister.
୩. ସମବୟସ୍କା ସ୍ତ୍ରୀମାନଙ୍କର ପରସ୍ପର ସମ୍ୱୋଧନ —୩. Term of mutual address amongst women of the same age.