ଭଉଁରି କବାଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କବାଟ କିଳିବା କଞ୍ଚିକୁ ବାହାର ଭର୍ତ୍ତି କରି କବାଟର ଭିତର ପାଖରୁ ବନ୍ଦ ହୋଇଥିବା କିଳିଣୀକୁ ଫିଟାଇବା ପାଇଁ ଛିଦ୍ର ଥିବା କବାଟ —A peculiar sort of door having a hole throught which key is applied from outside to open it by looseing the bolt from inside.