ଭଅଁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭ୍ରମର) ସମ୍ପାଦନା

୧. ଭ୍ରମର; ଭୃଙ୍ଗ; ଦ୍ୱିରେଫ — ୧. The black bee; the humble-bee; Andrenidae.

[ଦ୍ରଷ୍ଟବ୍ୟ —କବିମାନେ ମଧୁକର (ମହୁମାଛି) ଓ ଭ୍ରମର ମଧ୍ୟରେ ପ୍ରଭେଦ ରଖି ନାହାନ୍ତି ଉଭୟେ ପୁଷ୍ପର ମଧୁ ଖାଆନ୍ତି, କିନ୍ତୁ ମହୁମାଛିମାନେ ମଧୁ ସଞ୍ଚୟ କରି ମହୁଫେଣା ବାନ୍ଧି ଦଳ ଦଳ ହୋଇ ରହନ୍ତି ଭ୍ରମରମାନେ ଏହା କରନ୍ତି ନାହିଁ ଭ୍ରମରମାନେ କଳା ଓ ମହୁମାଛିମାନଙ୍କଠାରୁ ବଡ଼

କେହି କେହି ଭଅଁର ଓ ବିରୁଡ଼ି (ସଂସ୍କୃତ - ବରଟ)ଙ୍କୁ ଏକ ଜାତୀୟ ଜୀବ କହନ୍ତି; କିନ୍ତୁ ସେମାନେ ପୃଥକ୍ ବିରୁଡ଼ି— ମାନେ ଏକତ୍ର ବସା ବାନ୍ଧି ରହନ୍ତି]

୨. କାଠରେ ଛିତ୍ର କରିବା ଯନ୍ତ୍ରବିଶେଷ — ୨. Auger; gimlet; boring instrument.