ବଞ୍ଚେଇବା

(ବ(ଞ୍ଚେ)ଇବାରୁ ଲେଉଟି ଆସିଛି)

ବ(ଞ୍ଚେ)ଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - କ୍ରି—(ସଂସ୍କୃତ - ବଞ୍ଚ୍ ଧାତୁ=ଗମନ କରିବା) ସମ୍ପାଦନା

(ବଞ୍ଚିବା କ୍ରିୟାର ଣିଜନ୍ତ ରୂପ — The causative form of 'Ban̄chibā)


ଅନୁବାଦ ସମ୍ପାଦନା

୧. ଆପଣାର ବା ଅନ୍ୟବ୍ୟକ୍ତିର ଜୀବନ ରକ୍ଷା କରିବା — ୧. To save or preserve or spare the life of another or of one's self.
୨. ଜୀଆଁଇବା; ପୋଷିବା; ପାଳିବା — ୨. To sustain; to rear up; to maintain.
୩. ବିପଦରୁ ଉଦ୍ଧାର ବା ରକ୍ଷା କରିବା — ୩. To save from impending danger.

ଚୋରି ନାହିଁ, ଥିଲେ ହେଁ ବଞ୍ଚାଅ କବିସୂର୍ଯ୍ୟ. କିଶୋରିଚମ୍ପୂ ଚ. ଗୀତ

୫. ସହିବା; ସମ୍ଭାଳି ନେବା —୫. To bear.
୬. ଛଳାଇବା —୬. To speak with hints.

ସମ୍ଭାଳି ନ ପାରି ମନ ଉଦ୍ଧତ ହୋଇ ପଚାରିଲେ ବଞ୍ଚାଇ ମନରେ ଭାଜପାଇ ଶିଶୁଶଙ୍କର. ଉଷା ଅଭିଳାଷ

୭. (ଆଘତାରୁ ଦେହକୁ) ଏଡ଼ାଇବବା; ରକ୍ଷା କରିବା — ୭. To ward off (a blow).

ଦମ୍ଭୋଳି ଦୃଢ଼ାଘାତ ବଞ୍ଚାଇବାକୁ ଛାତି ଆଡ଼ିଲିରେ କବିସୂର୍ଯ୍ୟ. ସଙ୍ଗୀତା

୮. ପ୍ରତାରିତ କରିବା; ଭଣ୍ଡିବା; ବଞ୍ଚିତ କରିବା — ୮. To ddefraud; to inveigle.

ଏ ଅନ୍ତେ ଋତୁପର୍ଣ୍ଣ ତନୁ ସଙ୍କୋଚର କହିଲେ ସେହୁ ଭୀମ ରାଜଙ୍କୁ ବଞ୍ଚାଇ କୃଷ୍ଣସିଂହ. ମହାଭାରତ ବନ

୯. କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣରୂପେ ବା ଏକାବେଳକେ ନ କରିବା —୯. To shelve up a matter.
୧. ଏକାବେଳକେ ଖର୍ଚ୍ଚ ନ କରି ରଖି ରଖି ଖର୍ଚ୍ଚ କରିବା — ୧୦. To spare; to use frugally.

ଅଳ୍ପ ଅଳ୍ପ ବଞ୍ଚାଇ ବଞ୍ଚାଇ ବିମ୍ୱାଧରୁ ମଧୁ ଚଖାଇଲୁ କବିସୂର୍ଯ୍ୟ. ସଙ୍ଗୀତ

୧୧. କୌଣସି ବ୍ୟ୍ୟକ୍ତିକୁ ନିନ୍ଦା ବା ଦୋଷ ବା ତ୍ରୁଟିର ଅଭିଯୋଗରୁ ମୁକ୍ତ କରିବା —୧୧. To save a person from blame or any other charge.