ନିରୁପେକ୍ଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନିରୁପେକ୍ଷା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନର୍+ଉପେକ୍ଷା) ସମ୍ପାଦନା

୧. ଉପେକ୍ଷାଶୂନ୍ୟ — ୧. Free from indifference.
୨. ସାଧୁ —୨. Honest; righteous.