ବକ୍ ଶଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

ଛରରା; ଛୋଟ ଜନ୍ତୁ ଓ ପକ୍ଷୀ ଆଦିଙ୍କୁ ମାରିବା ପାଇଁ ବନ୍ଧୁକରେ ବ୍ୟବହୃତ ଅତିକ୍ଷୁଦ୍ର ଗୁଳି — Buckshot; pellet.