ବକ୍ ବକ୍ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବକ୍ ବକ୍ ହେବା, ବକର ବକର ହେବାଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଅନର୍ଥକ ବାକ୍ୟ ପ୍ରୟୋଗପୂର୍ବକ କ୍ରମାଗତ ଏଣୁ ତେଣୁ ଗୁଡ଼ାଏ ଗପିବା; ପ୍ରଳାପ କରିବା —To prattle; to talk too much without any meaning or purpose.