ବକ୍ର ଦଂଷ୍ଟ୍ର

ଉଚ୍ଚାରଣ

ସମ୍ପାଦନା
(ବକ୍ର ଦଂଷ୍ଟ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ; ବକ୍ର+ଦଂଷ୍ଟ୍ର)

ସମ୍ପାଦନା

ଯାହାର ଦାନ୍ତ ବଙ୍କା —Having curved teeth or tusks.

ବିଶେଷ୍ୟ -

ସମ୍ପାଦନା

ଶୂକର; ବାର୍ହା —୧. Hog; boar.

୨. (କର୍ମଧା) ବଙ୍କା ଦାନ୍ତ —୨. Curved tooth.