ବକ୍ର ଗତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବକ୍ର+ଗତି) ସମ୍ପାଦନା

୧. ସାପପରି ମୋଡ଼ି ମୋଡ଼ି ହୋଇ ଚାଲିବା —୧. Tortuous movement; curwved motion.
୨. (ବହୁବ୍ରୀହି) ସର୍ପ; ସାପ —୨. Serpent.
୩. ଖଳ ବ୍ୟକ୍ତି —୩. A wicked person.
୪. ଶଠ ବ୍ୟକ୍ତି —୪. A crooked person's a cheat; a swindler; a crook.

ବିଶେଷଣ - ସମ୍ପାଦନା

୧. ବଙ୍କା ହୋଇ ଗତି କରୁଥିବା — ୧. Moving tortuously.
୨. କୁଚକ୍ରୀ; ଶଠ —୨. Crooked; fraudulent.