ବକ୍ରତୁଣ୍ଡ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବକ୍ରତୁଣ୍ଡା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବକ୍ର+ତୁଣ୍ଡ) ସମ୍ପାଦନା

ଯାହା ପାଟି ବଙ୍କା; ବଙ୍କାମୁହାଁ —Having a curved or bent mouth.

ବିଶେଷ୍ୟ - ସମ୍ପାଦନା

୧. ଶୁକପକ୍ଷୀ; ଶୁଆ —୧. Parrot.
୨. ଗଣେଷ —୨. Gaṇeṡa.