ବକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ବଚ୍ ଧାତୁ; ବୁକ୍କ ଧାତୁ=କହିବା) ସମ୍ପାଦନା

୧. ଗାଳି ଦେବା —୧. To rebuke.

ଗୋପ ନନ୍ଦନେ ବାଦ ବଚନେ ଏକ ଆରକେ ବକି ଭକ୍ତଚରଣ, ମଥୁରାମଙ୍ଗଳ

୨. ଅନେକ ସମୟଯାଏ ଗପିବା — ୨. To talk for a long time.
୩. ପାଗଳପରି ପ୍ରଳାପ କରିବା — ୩. To talk incoherently; to prattle.