ଦେଶଜ - କ୍ରି. (ସଂସ୍କୃତ - ବଚ୍ ଧାତୁ; ବୁକ୍କ ଧାତୁ=କହିବା)
ସମ୍ପାଦନା
- ୧. ଗାଳି ଦେବା —୧. To rebuke.
ଗୋପ ନନ୍ଦନେ ବାଦ ବଚନେ ଏକ ଆରକେ ବକି ଭକ୍ତଚରଣ, ମଥୁରାମଙ୍ଗଳ
- ୨. ଅନେକ ସମୟଯାଏ ଗପିବା — ୨. To talk for a long time.
- ୩. ପାଗଳପରି ପ୍ରଳାପ କରିବା — ୩. To talk incoherently; to prattle.