ବକର୍ଣ୍ଣା
ବକର୍ଣ୍ଣା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ବଷ୍କୟଣୀ= ଚିରସୂତା; ଅନେକ ଦିନ ହେଲା ପ୍ରସବ କରିଥିବା ଗାଈ)
ସମ୍ପାଦନା- ୧. ବହୁକାଳପ୍ର ସୂତା ଗୌ; ପଡ଼ିଆ ଗାଈ —୧. A cow which has long given birth to a calf; a cow which has gone dry.
- ୨. (ସଂସ୍କୃତ - ବଷ୍କର= ବର୍ଷିକିୟା ବାଛୁରୀ)—ଛଡ଼ା; ମାଈ ବାଛୁରୀ; ଅସଂଘା ଛଡ଼ା —୨. A female calf.
- ୩. ସଦ୍ୟପ୍ରସୂତା ଗାଭୀ —୩. A cow which has recently given birth to a calf.