ବକମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଓ ଫାରାସୀ - ବକମ୍) ସମ୍ପାଦନା

ବନ୍ୟ ବୃକ୍ଷବିଶେଷ — Sappan wood; Caesalpinia Sappan; the log wood.

[ଦ୍ରଷ୍ଟବ୍ୟ —ଏହା କାଞ୍ଚନାଦି ବର୍ଗର ମଧ୍ୟମାକୃତି କଣ୍ଟକୀ ତରୁ କାଠର ମଞ୍ଜ କଳା ଏ କାଠକୁ ସିଝାଇଲେ ଯେଉଁ ନାଲି ରଙ୍ଗର ପାଣି ବାହାରେ, ତହିଁରେ ପାଟ ରଙ୍ଗାଯାଏ, କିନ୍ତୁ ସୂତା ଲୁଗାରେ ଏ ରଙ୍ଗ ଭଲ ଧରେ ନାହିଁ ପତ୍ର ବହୁପର୍ଣ୍ଣ ଫୁଲ ହଳଦିଆ ଏହା ବର୍ଷା ଦିନରେ ଫୁଟେ]

ବୈଦ୍ୟଶାସ୍ତ୍ର ମତରେ ଏହା ମଧୁର ରସ, ଶୀତବୀର୍ଯ୍ୟ; ଏହା ପିତ୍ତ, ଶ୍ଳେଷ୍ମା, ବ୍ରଣ, ରକ୍ତଦୋଷ ଓ ଦାହନାଶକ]